OAVS English & Odia Set- 14 Welcome to your OAVS English & Odia Set- 14Total number of questions : 40Total marks : 40Each question caries 1 marks.For each wrong answer 0.25 mark will be deducted. Email Phone 1. ‘ଅଛି’ ଅର୍ଥରେ ‘ଏଇ’ ପ୍ରତ୍ୟୟ ଯୋଗରେ ଗଠିତ ଶବ୍ଦକୁ ବାଛ । ବଢେଇ ମିଠେଇ କୁଲେଇ ସଫେଇ 2. ‘ଧୁନୀ’ ଶବ୍ଦର ସମାର୍ଥବୋଧକ ଶବ୍ଦଟି ବାଛ । କୌପୀନ ନଦୀ ପର୍ବତ ଅଗ୍ନିଭସ୍ମ 3. ନିମ୍ନୋକ୍ତ ମଧ୍ୟରୁ କେଉଁଟି କରଣ କାରକ ବାଚ୍ୟରେ ନିଷ୍ପନ ଶବ୍ଦ? ଶଯ୍ୟା ଭୀମ ପାଉଣା ଖନିତ୍ର 4. ‘ପାଣ୍ଡିତ୍ୟ’ ଶବ୍ଦଟି କେଉଁ ପ୍ରକ୍ରିୟାରେ ବିଶେଷଣରୁ ବିଶେଷ୍ୟ ପଦ ହୋଇଛି? ସନ୍ଧି ବିଚ୍ଛେଦ ପ୍ରକ୍ରିୟାରେ ଉପପଦ ଯୁକ୍ତ ହୋଇ କୃଦନ୍ତ ପ୍ରକ୍ରିୟାରେ ତଦ୍ଧିତ ପ୍ରକ୍ରିୟାରେ 5. ‘ପୋଥିରେ ଡୋରି ବଂଧା ହେଲା’ ରୂଢ଼ିର ଅର୍ଥ ନିରୂପଣ କର । ପୋଥି ଭାସିଯିବା ପୋଥି ବାନ୍ଧିବା ପୋଥି ନଷ୍ଟହେବା ପଢ଼ା ବନ୍ଦହେବା 6. ପ୍ରାଣତ୍ଵ ଭିଭିରେ ଓଡ଼ିଆ ବ୍ୟଞ୍ଜନ ଧ୍ୱନିଗୁଡ଼ିକୁ କେଉଁ ଦୁଇ ଭାଗରେ ବିଭକ୍ତ କରାଯାଇଛି? ଅଳ୍ପପ୍ରାଣ-ମହାପ୍ରାଣ ଅଘୋଷ-ସଘୋଷ ସ୍ପର୍ଶ-ସଂଘର୍ଶୀ ଉତ୍କ୍ଷିପ୍ତ-ଅର୍ଦ୍ଧସ୍ଵର 7. ‘ନିମଗ୍ନ’ ଶବ୍ଦର ବିପରିତାର୍ଥବୋଧକ ଶବ୍ଦଟି ବାଛ । ଭାସମାନ ଅମନେଯାଗୀ ସଦୟ ସମନ 8. ‘ଦିବାସପ୍ନ ଦେଖିବା’ ରୂଢିର ଅର୍ଥ ନିରୂପଣ କର । ଦିନରେ ସପ୍ନ ଦେଖିବା ଅସମ୍ଭବ ବସ୍ତୁ ପାଇଁ ଆଶା କରିବା ଆଶା କରିବା ପରିଶ୍ରମ କରିବା 9. ଆଜ୍ଞା ! ମତେ ଟିକିଏ ସାହାଯ୍ୟ କରନ୍ତୁ । – ବାକ୍ୟଟିରେ କେଉଁ ଭାବ ପ୍ରକାଶିତ ହୋଇଛି ? ପ୍ରଶ୍ନର ସୂଚନା ଅନୁରୋଧ ଆଦେଶ ବିସ୍ମୟଭାବ 10. ବାକ୍ୟ ବିଶେଷଣ କାହାକୁ କୁହାଯାଏ? ଯାହା ବାକ୍ୟର ଅର୍ଥକୁ ବିଶେଷିତ କରେ ଯାହା ପଦର ଅର୍ଥକୁ ବିଶେଷିତ କରେ ଯାହା ଶବ୍ଦର ଅର୍ଥକୁ ବିଶେଷିତ କରେ ଯାହା ବିଶେଷ୍ୟ ପଦମାନଙ୍କ ମଧ୍ୟରେ ତୁଳନା କରେ 11. ହରି ଭଲ ନାଚୁଛି ଓ ଏଥିପାଇଁ ସୁନାମ ଅର୍ଜନ କରୁଛି । – ଏହା କି ପ୍ରକାର ବାକ୍ୟ ? ସରଳ ଜଟିଳ ଯୌଗିକ ମିଶ୍ର 12. ନିର୍ଦ୍ଦିଷ୍ଟତାବାଚକ ବିଶେଷଣ କେତେ ଭାଗରେ ବିଭକ୍ତ? ତିନି ଚାରି ଦୁଇ ପାଞ୍ଚ 13. ‘ଭୂ’ ଧାତୁ ବ୍ୟବହାର କରାଯାଇଥିବା ଉପସର୍ଗଯୁକ୍ତ ଶବ୍ଦକୁ ବାଛ । ଅଭିଭବ ବିହାର ଆଗମନ ପ୍ରଦାନ 14. କତିପୟ ଦେଶକ ଅବ୍ୟୟର ବିପରୀତାର୍ଥ ବା ନ୍ଞ୍ଜ ଅର୍ଥରେ ପୂର୍ବପଦ ରୂପେ ବ୍ୟବହୃତ ଶବ୍ଦଟିକୁ ବାଛ । ଅନୁଜ ଅବଟା ଅନ୍ତର୍ଦ୍ଧାନ ଅନୁସରଣ 15. ‘ବତ୍ତି’ ଅର୍ଥରେ ‘ବାଲା’ ପ୍ରତ୍ୟୟ ଯୋଗରେ ଗଠିତ ଶବ୍ଦକୁ ବାଛ । ଘରବାଲା ପାନବାଲା ପଇସାବାଲା ଅଲାବାଲା 16. ପିଲାଟିର ଲେଖା ଅତି ସୁନ୍ଦର – ରେଖାଙ୍କିତ ପଦଟି କି ପ୍ରକାର ପଦ? କ୍ରିୟା ବିଶେଷଣ କ୍ରିୟାବାଚକ ବିଶେଷ୍ୟ ବିଶେଷଣ କର୍ମ 17. କତିପୟ ଅବ୍ୟୟର ପୂର୍ବପଦ ରୂପେ ବ୍ୟବହୃତ ଶବ୍ଦଟିକୁ ବାଛ । ପଶ୍ଚାତ୍ ଅକଟା ପୁନରପି ଆଗମନ 18. କୃଷ୍ଣ ଗୋପକୁ ନଫେରନ୍ତେ ଯଶୋଦା ଅଧୁର ହେଲେ – ଏଠାରେ ନଫେରନ୍ତେ କି ପ୍ରକାର କ୍ରିୟା? ଅସମାପିକା ସମାପିକା ଏକକ ଯୌଗିକ 19. ବାକ୍ୟରେ କେଉଁ ଶବ୍ଦ ଲାଗିଲେ ତାହା ନାସ୍ତିବାଚକ ବାକ୍ୟ ହୋଇଥାଏ । କିନ୍ତୁ ଓ ନାହିଁ ହଁ 20. ‘ଦ୍ୱାସ’ ଶବ୍ଦର ସମାର୍ଥବୋଧକ ଶବ୍ଦଟି ବାଛ । ଦ୍ଵାରପାଳ ସେନାପତି ମନ୍ତ୍ରୀ କଟୁଆଳ 21. My wife ............... the dinner, because I had already cooked it. didn't have to cook had to cook needn't have cooked may have cooked 22. You ............... it. I was going to do it anyway. needn't have done would have done mustn't do didn't do 23. What makes a man (or a woman) the happiest is his (or her) ............... arrival to stay for a few months! mother-in-laws' mother-in-law's mother's-in-law in-law-mothers' 24. It seems that I ............... there at all. I could have saved myself a lot of trouble needn't have gone couldn't go shouldn't go ought not to go 25. It seems that I ............... so cautious; I found the place completely deserted, anyway. must have been needn't have been shouldn't be would have had to be 26. These results seem to ............... that vitamin B12 supplementation may work wonders for the brain. A define infer refer imply define 27. He listened to them with great patience ............... he was obviously infuriated. consequently though however nevertheless 28. Modern airlines offer their passengers a great variety of ............... comforts. A vulgar lazy civilized vulgar competent 29. I ______ eat all this food. 'd not better 'd better not would better not to better not to 30. I ............... that heavy bookcase myself, because someone else had already moved it out of the way. needn't have moved needn't move had to didn't need to move 31. People become quite ............... when it comes to discussing questions of religion and belief illegible illogical illiterate unintelligible 32. Who would have guessed that the great champion would have to ............... from the race because of a simple puncture? withdraw fluctuate deviate detour 33. Modern airlines offer their passengers a great variety of ............... comforts. A vulgar lazy vulgar civilized competent 34. A little boy would rather ______. play than study to play than to study plays than studies to play than studying 35. Am I to ............... from your last remarks that my services are no longer required here? imply define infer refer 36. I asked two people the way to the station, but ............... could help me. either of them both of them neither of them both of whom 37. Who would have guessed that the great champion would have to ............... from the race because of a simple puncture? withdraw fluctuate detour deviate 38. What they call "female intuition" is very easy to explain in evolutionary ______. A terms terms books words lectures 39. The incident has been witnessed by a number of ______. A passer-by passers-by passers-bys passer-byes passer-by 40. He looks forward to ______ you. meet meets meeting met