OAVS English & Odia Set- 16

Welcome to your OAVS English & Odia Set- 16

Total number of questions : 40

Total marks : 40

Each question caries 1 marks.

For each wrong answer 0.25 mark will be deducted.

Email
Phone
1. 
Air pollution causes _____ problem mostly in big cities .

2. 
Everyone objected to her coming along with us, ..............?

3. 
Do you have any idea what she .............. at this time tomorrow?

4. 
Find out which part of the sentence has an error.

This is the poet (a) / who (b) / as is known to everybody the world admires. (c) / No error (d)

5. 
Sangram is sitting _____ his favourite armchair.

6. 
They ............. each other for a long time before they finally decided to get married.

7. 
We must learn to get _______ difficulties in life .

8. 
Choose the synonyms of: LETHAL

9. 
Hot weather makes us ________ uncomfortable .

10. 
Never ______ the weather been so bad in the months of June and July.

11. 
The company is trying hard to improve customer _______ .

12. 
I want to ______ the form.

13. 
The old woman ________ ill for a month.

Add description here!

14. 
The man died at last. His wife ______ him for two years.

15. 
The thief ______ with a lot of money.

16. 
We need to find a ________ to the problem as soon as possible.

17. 
I have never heard him _____ a lie.

18. 
Choose the antonyms of : POVERTY

Add description here!

19. 
The people of India are concerned about their ________ welfare .

20. 
The Active form of “ The batsman was declared out” is ________ .

21. 
ଏ ଉଡ଼ନ୍ତା ଚଢେଇର ପର ଗଣିବା ପିଲା – ଉଡ଼ନ୍ତା କି ପ୍ରକାର ପଦ?

22. 
‘ବାରଣ’ ଅର୍ଥରେ ‘ଉଆଳ’ ପ୍ରତ୍ୟୟ ଯୋଗରେ ଗଠିତ ଶବ୍ଦକୁ ବାଛ ।

23. 
ସାଧାରଣତଃ କ୍ରିୟାପଦ ପୂର୍ବରୁ କିଏ ବା କ’ଣ ଲଗାଇ ପ୍ରଶ୍ନ କଲେ ଉତ୍ତରରେ ଯାହା ଆସେ ତାହା କେଉଁ କାରକ ?

24. 
‘ପାବନୀ’ ଶବ୍ଦର ସମାର୍ଥବୋଧକ ଶବ୍ଦ ବାଛ ।

25. 
‘ଆରାଧ୍ୟ’ ଶବ୍ଦର ବିପରିତାର୍ଥବୋଧକ ଶବ୍ଦ ବାଛ ।

26. 
ଛାତ୍ରଟି କହିଲା, “ମହାଶୟ, ମୁଁ ଠିକ ସମୟରେ ବିଦ୍ୟାଳୟକୁ ଆସିଛି I” – ଉକ୍ତି ପରିବର୍ତ୍ତନ କର I

27. 
‘କାଠପୋଲ’ – ପଦଟି କେଉଁ ସମାସ ଯୋଗେ ନିଷ୍ପନ୍ନ ହୋଇଛି?

28. 
ଆମ ବର୍ଣ୍ଣମାଳାର ଶେଷ ବର୍ଣ୍ଣ କିଏ ?

29. 
କେଉଁ ଅବ୍ୟୟଟି ଅନେକ ସ୍ଥଳରେ ଶବ୍ଦ ପରେ ବ୍ୟବହୃତ ହୋଇଥାଏ?

30. 
ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ତାଲବ୍ୟ ଧ୍ଵନି ନୁହେଁ?

31. 
ଭାଷାର ସର୍ବନିମ୍ନ ଏକକ କ’ଣ ?

32. 
ତାକୁ ଆଉ କିଛି କୁହ ନାହିଁ, ସେ ଭୟରେ ______ ପଡିଗଲାଣି I

33. 
ଯେଉଁ ଶବ୍ଦରେ କୌଣସି ପ୍ରତ୍ୟୟ ଯୋଗ ହୋଇ ନଥାଏ, ତାକୁ କ’ଣ କହନ୍ତି ?

34. 
‘ପକ୍ଷୀର ଗାନ’ ଏକ ପଦରେ କଣ ହେବ ?

35. 
“ଜରୁଥାଇ ଦତ୍ତ୍ୱବର୍ଣ୍ଣ ଉଚ୍ଚାରଣ’- ଏହା ପଢ଼ାଇବା ବେଳେ ଆମେ କେଉଁ କେଉଁ ବର୍ଣ୍ଣକୁ ନିର୍ଦ୍ଦେଶ କରିବା ?

36. 
ନିମ୍ନୋକ୍ତ ମଧ୍ୟରୁ କେଉଁଟି ଅଲଗା?

37. 
ବାକ୍ୟର ପ୍ରତ୍ୟେକ ଅଂଶକୁ କ'ଣ କହନ୍ତି ?

38. 
‘କଳାଳନା ବୁଲିଯିବା’ ରୁଢିର ଅର୍ଥ ନିରୂପଣ କର ।

39. 
କ, ଚ, ଟ, ତ, ପ – ଏଥିରୁ ତାଲବ୍ୟ ବର୍ଷ କେଉଁଟି ?

40. 
ଯୁକ୍ତ ଶବ୍ଦଗୁଡ଼ିକ ମୂଳ ଅର୍ଥ ହରାଇ ଏକ ବିଶେଷ ଅର୍ଥ ପ୍ରକାଶ କଲେ, ସେ ସବୁକୁ କ’ଣ କୁହାଯାଏ?

Leave a Reply

Your email address will not be published.

error: Content is protected !!