OAVS English & Odia Set- 1

Welcome to your OAVS English & Odia Set- 1

Total number of questions : 40

Total marks : 40

Each question caries 1 marks.

For each wrong answer 0.25 mark will be deducted.

Email
Phone
1. 
The speaker broke _____ as he was speaking.

2. 
Don’t _______ with your friend .

3. 
________ something for the future.

4. 
I came ____ him in the street .

5. 
The interrogative sentence of “ They help the poor man “ is ___.

6. 
The doctor said that I _____ malaria.

7. 
I wish I _____ the film.

8. 
Youvraj ______ the ball for a boundary.

9. 
Which of the following is a compound sentence ?

10. 
Perhaps Maitree _____ this book.

11. 
The declarative sentence of “ How dirty the water was !” is

12. 
Maitree still _______ her school uniform .

13. 
The girl didn’t do much labour, ____ she passed the examination.

14. 
Neither you nor he ___ willing to come.

15. 
Choose the correct word.

16. 
I had my scooter _______ by new mechanic.

17. 
My brother-in-law will go abroad as soon as he ______ his passport.

18. 
They _____ to play volleyball since yesterday.

19. 
No one _____ to be criticized.

20. 
Manas did not ________ cricket game yesterday.

21. 
‘ସାର୍ଥପର’ ଅର୍ଥ ବ୍ୟକ୍ତ କରୁଥିବା ରୂଢିଟିକୁ ଚିହ୍ନାଅ ।

22. 
ନିମ୍ନୋକ୍ତ ମଧ୍ୟରୁ ‘ସମ୍ବନ୍ଧ’ ଅର୍ଥରେ ‘ଇଥା’ ପ୍ରତ୍ୟୟ ଯୋଗରେ ଗଠିତ ଶବ୍ଦକୁ ବାଛ ।

23. 
ରବିବାର ଦିନ କଟକରେ ସଭା ହୋଇଥିବ।– ବାକ୍ୟଟି କେଉଁ କାଳର ସୂଚନା ଦେଉଛି?

24. 
‘ଅଧ୍ୟାୟ’ ଶବ୍ଦଟି କିପରି ଗଠିତ ହୋଇଛି?

25. 
‘ମା’ ଧାତୁ ବ୍ୟବହାର କରାଯାଇଥିବା ଉପସର୍ଗ ଯୁକ୍ତ ଶବ୍ଦଟିକୁ ବାଛ।

26. 
‘ପାଠକ’ ଶବ୍ଦଟି କୃଦନ୍ତରେ କେଉଁ କାରକ ବାଚ୍ୟ ଅନ୍ତର୍ଗତ?

27. 
‘ଛିଦ୍ରାନ୍ବେଷୀ’ ଶବ୍ଦର ବିପରିତାର୍ଥବୋଧକ ଶବ୍ଦ ବାଛ ।

28. 
ଓଡ଼ିଆ ବ୍ୟଞ୍ଜନ ଧ୍ଵନିମାନଙ୍କ ମଧ୍ୟରେ କେଉଁ ଧ୍ୱନିଟି ଲୋଡ଼ିତ ଧ୍ଵନି ଭାବରେ ପରିଚିତ?

29. 
‘ଅର୍ଦ୍ଧଚନ୍ଦ୍ର’ ରୁଢ଼ିର ଅର୍ଥ ନିରୂପଣ କର ।

30. 
‘ସମୀପ୍ୟ’ ଅର୍ଥରେ ବ୍ୟବହୃତ “ନ” ଉପସର୍ଗ ସଂଯୁକ୍ତ ଏକ ଶବ୍ଦ ବାଛ।

31. 
‘ପଦ୍ମନାଭ’ ଶବ୍ଦଟି କିପରି ସୃଷ୍ଟି ହୋଇଛି?

32. 
‘ବ୍ୟାପ୍ତି’ ଅର୍ଥରେ ବ୍ୟବହୃତ ‘ପରି’ ଉପସର୍ଗ ଆଧାରିତ ଏକ ଶବ୍ଦ ବାଛ।

33. 
‘ଅବରୋପିତ’ ଶବ୍ଦରେ କେଉଁ ଉପସର୍ଗ ବ୍ୟବହୃତ?

34. 
କର୍ତ୍ତା ଅନୁସାରେ କାହାର ପୁରୁଷ ଓ ବଚନରେ ପରିବର୍ତ୍ତନ ହୋଇଥାଏ?

35. 
ହରି ପଡ଼ିଆରେ ଖେଳୁଛି – ଏଠାରେ କ୍ରିୟାଟି କେଉଁ କାଳକୁ ସୂଚିତ କରୁଛି?

36. 
ବିଦ୍ଵାନ ଲୋକମାନେ ସବୁଠାରେ ଆଦର ପାଆନ୍ତି ।– ରେଖାଙ୍କିତ ପଦଟି କି ପଦ?

37. 
‘ପ୍ରାପ୍ତି’ ଅର୍ଥରେ ‘ମୟ’ ଶବ୍ଦ ଲଗାଯାଇ ଗତ ଶବ୍ଦଟିକୁ ବାଛ ।

38. 
‘ଚମାକର’ ଶବ୍ଦର ସମାର୍ଥବୋଧକ ଶବ୍ଦ ବାଛ ।

39. 
‘ତରଣି’ ଶବ୍ଦର ସମାର୍ଥବୋଧକ ଶବ୍ଦ ବାଛ ।

40. 
ନାସ୍ତିଅର୍ଥକ ‘ନ’ ସହିତ କୌଣସି ସମାସ ନିଷ୍ପନ୍ନ ପଦ କେଉଁ ସମାସ ଅନ୍ତର୍ଭୁକ୍ତ?

Leave a Reply

Your email address will not be published.

error: Content is protected !!