OAVS English & Odia Set- 10

Welcome to your OAVS English & Odia Set- 10

Total number of questions : 40

Total marks : 40

Each question caries 1 marks.

For each wrong answer 0.25 mark will be deducted.

Email
Phone
1. 
Look ! An aeroplane _______ overhead .

2. 
I don't mind _________ your luggage .

3. 
My father is _________ a letter now .

4. 
He was seen _____ to the school.

5. 
I expect him ______ .

6. 
Choose word opposite in meaning to - ARTIFICIAL

7. 
Choose the correct alternative that best expresses the meaning of the phrase - fair and square

8. 
Some Canadians ________ English and French .

9. 
Choose the one' which best expresses the meaning of- NEPOTISM

10. 
When I saw him, he was _____ a beautiful white suit.

11. 
change the narration by choosing the best option .

Soumya asked me , " Did you see the Cricket match on television last night ?"

12. 
January ________ 31 days.

13. 
If you ______ hard, you will succeed.

14. 
Choose word opposite in meaning to -ALIVE

15. 
What is the term for a temporary storage area that compensates for differences in data rate and data flow between devices?

16. 
We hope that the weather will be clear _____ tomorrow .

Add description here!

17. 
change the narration by choosing the best option .

Bijay said to Swapna, " Mitali will leave for her village tomorrow."

18. 
Music and television are forms of __________ .

19. 
There are _________ for the job in all local newspaper.

20. 
We called ________ the strike after an agreement .

21. 
ବୀପରୀତାର୍ଥକ ଶବ୍ଦ କେଉଁଟି- ଅନନ୍ତ

22. 
ଫୁଲ ବିନା ଉଦ୍ୟାନଟି ସୁନ୍ଦର ଦିଶେ ନାହିଁ - ବାକ୍ୟଟିରେ ଅବ୍ୟୟ ପଦ କିଏ ?

23. 
ବ୍ୟାବହାରିକ ବ୍ୟାକରଣ କ୍’ଣ ?

24. 
‘ଦିକ + ଅନ୍ତ ‘ ମିଶି କେଉଁ ଶବ୍ଦ ହେବ ?

25. 
‘ଗାଲିଚା’ ଶବ୍ଦଟି କେଉଁ ଶବ୍ଦ ଅଟେ ?

26. 
କାଗଜରୁ ବହି ତିଆରି ହୁଏ –ବହି କି ପ୍ରକାର ବିଶେଷ୍ୟ ?

27. 
ରୂଢିର ଉପଯୁକ୍ତ ଅର୍ଥ ବାଛ – ‘ ଅଣ୍ଟିଛୁରୀ ତଣ୍ଟିକାଟେ’

28. 
‘ବ’ ବର୍ଣ୍ଣ କେଉଁ ବର୍ଗର ଅନ୍ତର୍ଭୁକ୍ତ ?

29. 
ଯୋଗ – ଏହି ଶବ୍ଦରେ ପ୍ରକୃତି ପ୍ରତ୍ୟୟ କ୍’ଣ ହେବ ?

30. 
କ୍ରିଯା ଏକାଧିକ ପଦର ମିଳନରେ ଗଢା ହେଲେ କେଉଁ କ୍ରିୟା ହୁଏ ?

31. 
ନାଁ ପକାଇବା ରୂଢିର ଅର୍ଥ କ୍’ଣ ?

32. 
ମୁହଁ ଦେବା – ରୂଢିଟିର ଅର୍ଥ କଣ ?

33. 
ପୂର୍ବ + ଆହନ =

34. 
ଉଠାଣ –ଏହି ଶବ୍ଦରେ ଥିବା ପ୍ରତ୍ୟୟଟିର ନାମ କ୍’ଣ ?

35. 
ଠିକ ବାକ୍ୟ ବାଛ I

36. 
ଶୁଦ୍ଧ ଶବ୍ଦ ବାଛି ଲେଖ I

37. 
କେଉଁଟି ଅସୁରର ପ୍ରତିଶବ୍ଦ ନୁହେଁ ?

38. 
‘ମଧୁବାବୁ ଯେତେବେଳେ ଏଣ୍ଟ୍ରାନସ ପାଶ କଲେ, ସେତେବେଳେ କଲିକତାକୁ ରେଳବାଟ ନଥିଲା I ‘- କି ପ୍ରକାର ବାକ୍ୟ ?

39. 
କେଉଁଟି ମେଘର ପ୍ରତିଶବ୍ଦ ନୁହେଁ ?

40. 
ଧାତୁ ସହିତ କେଉଁ ପ୍ରତ୍ୟୟ ଯୋଗ କଲେ ଶବ୍ଦଟି ଏକ କ୍ରିୟାବାଚକ ବିଶେଷ୍ୟ ହୁଏ ?

Leave a Reply

Your email address will not be published.

error: Content is protected !!