OAVS English & Odia Set- 11

Welcome to your OAVS English & Odia Set- 11

Total number of questions : 40

Total marks : 40

Each question caries 1 marks.

For each wrong answer 0.25 mark will be deducted.

Email
Phone
1. 
A new headmaster took _____ the charge.

2. 
He is in the habit of ______ other people.

3. 
The imperative sentence of “One should avoid eating bad food” is _______.

4. 
The declarative sentence of “ Did they ever laugh at you ?” is ___.

5. 
The compound sentence of the following pair is ______

6. 
The rich ____ n’t love the poor.

7. 
Three-fourths of the crop _______ damaged by the flood.

8. 
No children ________ done their homework .

9. 
Walk carefully, ______ you will stumble over the stones.

10. 
The old man was sitting _______ the corner of the room.

11. 
______ phoned me last night ,did they ?

12. 
How he manages to keep going is ............... me.

13. 
You .............. another job pretty soon. I have a feeling that you're going to get fired before long.

14. 
.............. AIDS threatens to spread further in the near future was discussed in a recent meeting.

15. 
.............. you said to him matters a lot to me.

16. 
............... I don’t see her tomorrow, I am sure that I will run into her before the week is over. Even if

17. 
Neither you nor I understood what he was saying, means:

18. 
..............., he went to collect his payment.

19. 
I was under the impression that you, too, .............. along with us. I am sorry that you aren't. were supposed to come

20. 
Choose the correct sentence:

21. 
‘ଦ୍ରୋଣୀ’ ଏକର ସମାର୍ଥବୋଧକ ଶବ୍ଦ ବାଛ ।

22. 
‘ଚାଳିଶା ଧରିବା’ ରୁଚିଟି କେଉଁ ସଂପର୍କିତ ।

23. 
‘ବ୍ୟାପ୍ତି’ ଅର୍ଥରେ ବ୍ୟବହୃତ ‘ପରି’ ଉପସର୍ଗ ଆଧାରିତ ଏକ ଶବ୍ଦ ବାଛ।

24. 
‘କୃତ’ ପ୍ରତ୍ୟୟ ଶେଷରେ ଥାଇ ଯେଉଁ ଶବ୍ଦ ଗଠିତ ହୋଇଥାଏ, ତାହାକୁ କ’ଣ କୁହାଯାଏ?

25. 
‘ବଦ’ ଧାତୁ ବ୍ୟବହାର କରାଯାଇଥିବା ଉପସର୍ଗଯୁକ୍ତ ଶବ୍ଦଟିକୁ ବାଛ।

26. 
‘ଅନୁଲୋମ’ ଶବ୍ଦର ବିପରୀତାର୍ଥବୋଧକ ଶବ୍ଦ ବାଛ ।

27. 
କୌଣସି ଶବ୍ଦର ବ୍ୟୁତ୍ପରି ଗତ ଅର୍ଥ ଏବଂ ବାସ୍ତବ ଅର୍ଥ ସମାନ ହେଲେ ତାକୁ କ’ଣ କୁହାଯାଏ?

28. 
‘ଗୋଲୋକ’ ଶବ୍ଦର ସମାର୍ଥବୋଧକ ଶବ୍ଦ ବାଛ ।

29. 
କର୍ତ୍ତା ଅନୁସାରେ କାହାର ପୁରୁଷ ଓ ବଚନରେ ପରିବର୍ତ୍ତନ ହୋଇଥାଏ?

30. 
‘ବୃଆ ପ୍ରାର୍ଥନା’ ଅର୍ଥକୁ ବ୍ୟକ୍ତ କରୁଥିବା ସ୍ମୃତି ନିରୂପଣ କର?

31. 
‘ବ୍ୟାପ୍ତି’ ଅର୍ଥରେ “ମୟ’ ପ୍ରତ୍ୟୟ କରାଯାଇଥିବା ଶବ୍ଦଟିକୁ ବାଛ ।

32. 
‘ନୈସର୍ଗିକ’ ଶବ୍ଦର ବିପରୀତାର୍ଥବୋଧକ ଶବ୍ଦ ବାଛ ।

33. 
‘ଦିନକୁ ରାତି କରିବା’ ରୂଢିର ଅର୍ଥ ନିରୂପଣ କର ।

34. 
‘ ଅଧିକାର’ ଅର୍ଥରେ ‘ଦାଶ’ ପ୍ରତ୍ୟୟ ଯୋଗରେ ଗଠିତ ଶବ୍ଦକୁ ବାଛ।

35. 
‘ପୃଥିବୀ ସୂର୍ଯ୍ୟ ଚାରିପଟେ ବୁଲେ।’ ଏଠାରେ କ୍ରିୟା ପଦଟି କେଉଁ କାଳର ବୋଲି କୁହାଯିବ?

36. 
ଗୁଣବାଚକ ବିଶେଷ୍ୟର ଗୁଣ କହିଲେ କ’ଣ ବୁଝାଏ?

37. 
‘ଆତ୍ମଜ’ ଶବ୍ଦଟି କିପରି ଗଠିତ ହୋଇଛି?

38. 
କ୍ରିୟାପଦର ଶେଷକୁ ଲାଗିଥିବା ବର୍ଣ୍ଣ ବା ବର୍ଣ୍ଣ ସମଷ୍ଟିକୁ କ’ଣ କୁହାଯାଏ?

39. 
‘ନିଦାରୁଣ’ ଶବ୍ଦରେ କେଉଁ ଉପସର୍ଗ ବ୍ୟବହୃତ ହୋଇଛି?

40. 
ପ୍ରତିକାର’ ଉପସର୍ଗ ଯୁକ୍ତ ଶବ୍ଦରେ କେଉଁ ଧାତୁ ବ୍ୟବହୃତ?

Leave a Reply

Your email address will not be published.

error: Content is protected !!