OAVS English & Odia Set- 14 Welcome to your OAVS English & Odia Set- 14Total number of questions : 40Total marks : 40Each question caries 1 marks.For each wrong answer 0.25 mark will be deducted. Email Phone 1. ‘ଅଛି’ ଅର୍ଥରେ ‘ଏଇ’ ପ୍ରତ୍ୟୟ ଯୋଗରେ ଗଠିତ ଶବ୍ଦକୁ ବାଛ । ସଫେଇ ମିଠେଇ ବଢେଇ କୁଲେଇ 2. ‘ଧୁନୀ’ ଶବ୍ଦର ସମାର୍ଥବୋଧକ ଶବ୍ଦଟି ବାଛ । କୌପୀନ ପର୍ବତ ନଦୀ ଅଗ୍ନିଭସ୍ମ 3. ନିମ୍ନୋକ୍ତ ମଧ୍ୟରୁ କେଉଁଟି କରଣ କାରକ ବାଚ୍ୟରେ ନିଷ୍ପନ ଶବ୍ଦ? ଶଯ୍ୟା ପାଉଣା ଭୀମ ଖନିତ୍ର 4. ‘ପାଣ୍ଡିତ୍ୟ’ ଶବ୍ଦଟି କେଉଁ ପ୍ରକ୍ରିୟାରେ ବିଶେଷଣରୁ ବିଶେଷ୍ୟ ପଦ ହୋଇଛି? କୃଦନ୍ତ ପ୍ରକ୍ରିୟାରେ ସନ୍ଧି ବିଚ୍ଛେଦ ପ୍ରକ୍ରିୟାରେ ତଦ୍ଧିତ ପ୍ରକ୍ରିୟାରେ ଉପପଦ ଯୁକ୍ତ ହୋଇ 5. ‘ପୋଥିରେ ଡୋରି ବଂଧା ହେଲା’ ରୂଢ଼ିର ଅର୍ଥ ନିରୂପଣ କର । ପୋଥି ଭାସିଯିବା ପଢ଼ା ବନ୍ଦହେବା ପୋଥି ନଷ୍ଟହେବା ପୋଥି ବାନ୍ଧିବା 6. ପ୍ରାଣତ୍ଵ ଭିଭିରେ ଓଡ଼ିଆ ବ୍ୟଞ୍ଜନ ଧ୍ୱନିଗୁଡ଼ିକୁ କେଉଁ ଦୁଇ ଭାଗରେ ବିଭକ୍ତ କରାଯାଇଛି? ଅଘୋଷ-ସଘୋଷ ଅଳ୍ପପ୍ରାଣ-ମହାପ୍ରାଣ ସ୍ପର୍ଶ-ସଂଘର୍ଶୀ ଉତ୍କ୍ଷିପ୍ତ-ଅର୍ଦ୍ଧସ୍ଵର 7. ‘ନିମଗ୍ନ’ ଶବ୍ଦର ବିପରିତାର୍ଥବୋଧକ ଶବ୍ଦଟି ବାଛ । ସଦୟ ଅମନେଯାଗୀ ସମନ ଭାସମାନ 8. ‘ଦିବାସପ୍ନ ଦେଖିବା’ ରୂଢିର ଅର୍ଥ ନିରୂପଣ କର । ପରିଶ୍ରମ କରିବା ଆଶା କରିବା ଦିନରେ ସପ୍ନ ଦେଖିବା ଅସମ୍ଭବ ବସ୍ତୁ ପାଇଁ ଆଶା କରିବା 9. ଆଜ୍ଞା ! ମତେ ଟିକିଏ ସାହାଯ୍ୟ କରନ୍ତୁ । – ବାକ୍ୟଟିରେ କେଉଁ ଭାବ ପ୍ରକାଶିତ ହୋଇଛି ? ଆଦେଶ ଅନୁରୋଧ ପ୍ରଶ୍ନର ସୂଚନା ବିସ୍ମୟଭାବ 10. ବାକ୍ୟ ବିଶେଷଣ କାହାକୁ କୁହାଯାଏ? ଯାହା ଶବ୍ଦର ଅର୍ଥକୁ ବିଶେଷିତ କରେ ଯାହା ବାକ୍ୟର ଅର୍ଥକୁ ବିଶେଷିତ କରେ ଯାହା ପଦର ଅର୍ଥକୁ ବିଶେଷିତ କରେ ଯାହା ବିଶେଷ୍ୟ ପଦମାନଙ୍କ ମଧ୍ୟରେ ତୁଳନା କରେ 11. ହରି ଭଲ ନାଚୁଛି ଓ ଏଥିପାଇଁ ସୁନାମ ଅର୍ଜନ କରୁଛି । – ଏହା କି ପ୍ରକାର ବାକ୍ୟ ? ମିଶ୍ର ଯୌଗିକ ସରଳ ଜଟିଳ 12. ନିର୍ଦ୍ଦିଷ୍ଟତାବାଚକ ବିଶେଷଣ କେତେ ଭାଗରେ ବିଭକ୍ତ? ଚାରି ଦୁଇ ତିନି ପାଞ୍ଚ 13. ‘ଭୂ’ ଧାତୁ ବ୍ୟବହାର କରାଯାଇଥିବା ଉପସର୍ଗଯୁକ୍ତ ଶବ୍ଦକୁ ବାଛ । ଆଗମନ ଅଭିଭବ ପ୍ରଦାନ ବିହାର 14. କତିପୟ ଦେଶକ ଅବ୍ୟୟର ବିପରୀତାର୍ଥ ବା ନ୍ଞ୍ଜ ଅର୍ଥରେ ପୂର୍ବପଦ ରୂପେ ବ୍ୟବହୃତ ଶବ୍ଦଟିକୁ ବାଛ । ଅନୁଜ ଅନୁସରଣ ଅବଟା ଅନ୍ତର୍ଦ୍ଧାନ 15. ‘ବତ୍ତି’ ଅର୍ଥରେ ‘ବାଲା’ ପ୍ରତ୍ୟୟ ଯୋଗରେ ଗଠିତ ଶବ୍ଦକୁ ବାଛ । ଘରବାଲା ଅଲାବାଲା ପଇସାବାଲା ପାନବାଲା 16. ପିଲାଟିର ଲେଖା ଅତି ସୁନ୍ଦର – ରେଖାଙ୍କିତ ପଦଟି କି ପ୍ରକାର ପଦ? କ୍ରିୟାବାଚକ ବିଶେଷ୍ୟ ବିଶେଷଣ କର୍ମ କ୍ରିୟା ବିଶେଷଣ 17. କତିପୟ ଅବ୍ୟୟର ପୂର୍ବପଦ ରୂପେ ବ୍ୟବହୃତ ଶବ୍ଦଟିକୁ ବାଛ । ଆଗମନ ପଶ୍ଚାତ୍ ଅକଟା ପୁନରପି 18. କୃଷ୍ଣ ଗୋପକୁ ନଫେରନ୍ତେ ଯଶୋଦା ଅଧୁର ହେଲେ – ଏଠାରେ ନଫେରନ୍ତେ କି ପ୍ରକାର କ୍ରିୟା? ସମାପିକା ଯୌଗିକ ଏକକ ଅସମାପିକା 19. ବାକ୍ୟରେ କେଉଁ ଶବ୍ଦ ଲାଗିଲେ ତାହା ନାସ୍ତିବାଚକ ବାକ୍ୟ ହୋଇଥାଏ । ହଁ ଓ କିନ୍ତୁ ନାହିଁ 20. ‘ଦ୍ୱାସ’ ଶବ୍ଦର ସମାର୍ଥବୋଧକ ଶବ୍ଦଟି ବାଛ । ଦ୍ଵାରପାଳ କଟୁଆଳ ସେନାପତି ମନ୍ତ୍ରୀ 21. My wife ............... the dinner, because I had already cooked it. needn't have cooked had to cook didn't have to cook may have cooked 22. You ............... it. I was going to do it anyway. needn't have done didn't do would have done mustn't do 23. What makes a man (or a woman) the happiest is his (or her) ............... arrival to stay for a few months! mother-in-laws' mother-in-law's mother's-in-law in-law-mothers' 24. It seems that I ............... there at all. I could have saved myself a lot of trouble couldn't go shouldn't go needn't have gone ought not to go 25. It seems that I ............... so cautious; I found the place completely deserted, anyway. must have been would have had to be needn't have been shouldn't be 26. These results seem to ............... that vitamin B12 supplementation may work wonders for the brain. A define define infer refer imply 27. He listened to them with great patience ............... he was obviously infuriated. though consequently however nevertheless 28. Modern airlines offer their passengers a great variety of ............... comforts. A vulgar competent lazy vulgar civilized 29. I ______ eat all this food. would better not to 'd better not 'd not better better not to 30. I ............... that heavy bookcase myself, because someone else had already moved it out of the way. needn't move needn't have moved didn't need to move had to 31. People become quite ............... when it comes to discussing questions of religion and belief illegible unintelligible illiterate illogical 32. Who would have guessed that the great champion would have to ............... from the race because of a simple puncture? detour withdraw deviate fluctuate 33. Modern airlines offer their passengers a great variety of ............... comforts. A vulgar civilized lazy competent vulgar 34. A little boy would rather ______. play than study to play than studying to play than to study plays than studies 35. Am I to ............... from your last remarks that my services are no longer required here? infer refer define imply 36. I asked two people the way to the station, but ............... could help me. both of them neither of them either of them both of whom 37. Who would have guessed that the great champion would have to ............... from the race because of a simple puncture? deviate detour fluctuate withdraw 38. What they call "female intuition" is very easy to explain in evolutionary ______. A terms words books terms lectures 39. The incident has been witnessed by a number of ______. A passer-by passers-by passer-by passer-byes passers-bys 40. He looks forward to ______ you. meets meeting met meet