OAVS English & Odia Set- 3

Welcome to your OAVS English & Odia Set- 3

Total number of questions : 40

Total marks : 40

Each question caries 1 marks.

For each wrong answer 0.25 mark will be deducted.

Email
Phone
1. 
They say a woman might forgive an insult, but she would never forgive being ______.

2. 
I asked two people the way to the station, but ............... could help me.

3. 
What they call "female intuition" is very easy to explain in evolutionary ______. A terms

4. 
Modern airlines offer their passengers a great variety of ............... comforts. A vulgar

5. 
It seems that I ............... there at all. I could have saved myself a lot of trouble

6. 
I ............... that heavy bookcase myself, because someone else had already moved it out of the way.

7. 
Who would have guessed that the great champion would have to ............... from the race because of a simple puncture?

8. 
Am I to ............... from your last remarks that my services are no longer required here?

9. 
You ............... it. I was going to do it anyway.

10. 
These results seem to ............... that vitamin B12 supplementation may work wonders for the brain. A define

11. 
People become quite ............... when it comes to discussing questions of religion and belief

12. 
It seems that I ............... so cautious; I found the place completely deserted, anyway.

13. 
My wife ............... the dinner, because I had already cooked it.

14. 
A little boy would rather ______.

15. 
What makes a man (or a woman) the happiest is his (or her) ............... arrival to stay for a few months!

16. 
The incident has been witnessed by a number of ______. A passer-by

17. 
He looks forward to ______ you.

18. 
He listened to them with great patience ............... he was obviously infuriated.

19. 
I ______ eat all this food.

20. 
I don’t like ______.

21. 
ଆ,ଏ,ଐ,ଓ,ଔ ଏଗୁଡ଼ିକୁ କି ସ୍ଵରଧ୍ଵନି କୁହାଯାଏ?

22. 
‘ଅର୍ପିତ’ ଶବ୍ଦର ବିପରିତାର୍ଥବୋଧକ ଶବ୍ଦଟି ବାଛ ।

23. 
ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ବିଶେଷ୍ୟ ପଦ?

24. 
‘ଅନ୍ଧ’ ଶବ୍ଦର ବିପରିତାର୍ଥବୋଧକ ଶବ୍ଦଟି ବାଛ ।

25. 
‘ଧୁନୀ’ ଶବ୍ଦର ସମାର୍ଥବୋଧକ ଶବ୍ଦଟି ବାଛ ।

26. 
କତିପୟ ଦେଶକ ଅବ୍ୟୟର ବିପରୀତାର୍ଥ ବା ନ୍ଞ୍ଜ ଅର୍ଥରେ ପୂର୍ବପଦ ରୂପେ ବ୍ୟବହୃତ ଶବ୍ଦଟିକୁ ବାଛ ।

27. 
‘ଦାୟକ’ ଶବ୍ଦଟି କିପରି ଗଠିତ ହୋଇଛି?

28. 
‘ଆକାଶ’ ଉପସର୍ଗ ଯୁକ୍ତ ଶବ୍ଦରେ କେଉଁ ଧାତୁ ବ୍ୟବହାର କରାଯାଇଛି ।

29. 
କତିପୟ ଅବ୍ୟୟର ପୂର୍ବପଦ ରୂପେ ବ୍ୟବହୃତ ଶବ୍ଦଟିକୁ ବାଛ ।

30. 
କୃଷ୍ଣ ଗୋପକୁ ନଫେରନ୍ତେ ଯଶୋଦା ଅଧୁର ହେଲେ – ଏଠାରେ ନଫେରନ୍ତେ କି ପ୍ରକାର କ୍ରିୟା?

31. 
କପିଳାସ, ଶିବ, ଓଡ଼ିଶା, ହୀରାକୁଦ – ଏଗୁଡ଼ିକ କି ପ୍ରକାର ବିଶେଷ୍ୟ?

32. 
ଉପସର୍ଗ ବା ବିଭକ୍ତନ୍ତ ପଦର ପରବର୍ତ୍ତୀ ଜିନ୍, ହନ୍, ଗମ୍ ପ୍ରଭୃତି ଧାତୁରୁ ବାଚ୍ୟରେ କେଉଁ ପ୍ରତ୍ୟୟ ହୁଏ?

33. 
‘ପୋଥିରେ ଡୋରି ବଂଧା ହେଲା’ ରୂଢ଼ିର ଅର୍ଥ ନିରୂପଣ କର ।

34. 
ନୀଳ କଇଁ – ରେଖାଙ୍କିତ ପଦଟି କି ପ୍ରକାର ବିଶେଷଣ?

35. 
‘ଅପ’ ଶବ୍ଦର ସମୋଚ୍ଚାରିତ ଶବ୍ଦଟି ବାଛ ।

36. 
କୌଣସି ଶବ୍ଦ ତା’ର ବ୍ୟୁତ୍ପତ୍ତିଗତ ଅର୍ଥକୁ ନବୁଝାଇ ଯଦି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ବସ୍ତୁ କୁ ବୁଝାଏ, ତେବେ ତାକୁ କ’ଣ କୁହାଯାଏ?

37. 
ନିମ୍ନୋକ୍ତ ମଧ୍ୟରୁ କେଉଁଟି କରଣ କାରକ ବାଚ୍ୟରେ ନିଷ୍ପନ ଶବ୍ଦ?

38. 
ଦୁଇଟି ସରଳବାକ୍ୟକୁ ଯୋଡି ଏକ ଯୌଗିକ ବାକ୍ୟ ଗଠନ କରିବା ପାଇଁ କେଉଁ ପଦ ବ୍ୟବହାର କରାଯାଏ ?

39. 
‘ବାହାଦୁରିଆ କଥା କହୁଥିବା ବ୍ୟକ୍ତି ” ଉଦ୍ଦେଶ୍ୟରେ କେଉଁ ରୂଢିଟି ପ୍ରଯୁଜ୍ୟ ।

40. 
ଶବ୍ଦର ଯେଉଁ ଶକ୍ତି ଶବ୍ଦର ଆକ୍ଷରିକ ଅର୍ଥକୁ ନବୁଝାଇ ତା ସହ ସଂପୃକ୍ତ ଅନ୍ୟ ଏକ ଅର୍ଥକୁ ବୁଝାଏ ତାହାକୁ କ’ଣ କୁହାଯାଏ?

Leave a Reply

Your email address will not be published.

error: Content is protected !!