OAVS English & Odia Set- 7

Welcome to your OAVS English & Odia Set- 7

Total number of questions : 40

Total marks : 40

Each question caries 1 marks.

For each wrong answer 0.25 mark will be deducted.

Email
Phone
1. 
Measles is a _____ disease

2. 
Antonym of -DANGER

3. 
To be expert in using hands

4. 
The police found that the office ______ and a lot of vauables _______ .

5. 
Get _____ the bus before it’s impossible to get a seat

6. 
What would be the correct response to the following ? Have you finished correcting this draft ?

7. 
It was quite __________ of you to have ________ the letter wrongly delivered to you .

8. 
Lal Bahadur was _____ at his maternal uncle's

9. 
She has been _____ involved in many human right campaigns

10. 
synonyms of - DEAR

11. 
That which cannot be seen

12. 
Synonym of -MINIMUM

13. 
choose the correct alternative that best expresses its meaning

Fish in troubles waters

14. 
The arrest of the minister is the ______ news today.

15. 
___________ you run , you will not catch up with your sister who left some time ago .

Add description here!

16. 
He _______ his parents by his poor result

17. 
Sangram is sitting _____ his favourite armchair.

18. 
Hari was disappointed that most of the guests _______ when he _____ at the party.

19. 
In the old saying, Honesty is the best policy, 'Policy' means :

20. 
Truth ______ over evil.

21. 
ନିମ୍ନଲିଖିତ ପଦ ମାନକଂ ମଧ୍ୟରୁ କେଉଁଟି ବିଶେଷ୍ୟ ପଦ ?

22. 
‘ବିରକ୍ତ’ ଶବ୍ଦର ବିପରୀତ ଅର୍ଥବୋଧକ ଶବ୍ଦ ବାଛ I

23. 
ସାଧାରଣତଃ କ୍ରିୟାପଦ ପୂର୍ବରୁ କିଏ ବା କ’ଣ ଲଗାଇ ପ୍ରଶ୍ନ କଲେ ଉତ୍ତରରେ ଯାହା ଆସେ ତାହା କେଉଁ କାରକ ?

24. 
ଶବ୍ଦଟିର ଶୁଦ୍ଧ ରୂପ ଲେଖ I

25. 
‘ପରି+କୃତି’ ମିଶି କେଉଁ ଶବ୍ଦ ହେବ ?

26. 
ଛାତ୍ରଟି କହିଲା, “ମହାଶୟ, ମୁଁ ଠିକ ସମୟରେ ବିଦ୍ୟାଳୟକୁ ଆସିଛି I” – ଉକ୍ତି ପରିବର୍ତ୍ତନ କର I

27. 
ଜାତ ହୋଇନାହିଁ ଶତ୍ରୁ ଯାହାର’ ଏକ ପଦରେ କଣ ହେବ ?

28. 
‘ର, କଂ, କଂର’- ଏଗୁଡିକ କେଉଁ ବିଭକ୍ତି ଓ କେଉଁ ବଚନର ଚିହ୍ନ ?

29. 
‘ ତୁମେ ମୋତେ ଯେଉଁ ବହିଟି ଦେଇଥିଲ, ତାହା ନିଅ I ’- ଏହା କି ପ୍ରକାରର ବାକ୍ୟ ?

30. 
ଭଲ ବେଳ ପଡିବା - ଏହି ଅର୍ଥ ପ୍ରକାଶ କରୁଥିବା ରୂଢିଟି କଣ ?

31. 
ଗିରିଶ – ଏଠାରେ କି ପ୍ରକାର ଅଶୁଦ୍ଧି ଅଛି ?

32. 
‘ପକ୍ଷୀର ଗାନ’ ଏକ ପଦରେ କଣ ହେବ ?

33. 
କେଉଁଟି ଗୋଟିଏ ବିସ୍ମୟସୂଚକ ବାକ୍ୟ ?

34. 
‘ପୁନଃ+ ଅପି’ ମିଶି କେଉଁ ଶବ୍ଦ ହେବ ?

35. 
ନିମ୍ନଲିଖିତ ପଦ ମାନକଂ ମଧ୍ୟରୁ କେଉଁଟି ଭୁଲ ବିଶେଷ୍ୟ ପଦ ?

36. 
ତୁମ୍ଭେମାନେ କପିଳାସ ଯାଉଥବ । କ୍ରିୟାଟିର କାଳ ନିରୂପଣ କର?

37. 
ଶୁଦ୍ଧ ଶବ୍ଦ ବାଛି ଲେଖ I

38. 
ବୀପରୀତାର୍ଥକ ଶବ୍ଦ କେଉଁଟି- ଅଧିକ

39. 
‘ବନ୍ଧ୍ୟା’ ଶବ୍ଦର ବିପରୀତ ଅର୍ଥବୋଧକ ଶବ୍ଦ ବାଛ I

40. 
‘ ରାଜହଂସ’ --- ଏହି ସମାସ ପଦଟିର ବିଗ୍ରହବାକ୍ୟ କ ‘ଣ ହେବ ?

Leave a Reply

Your email address will not be published.

error: Content is protected !!